ରାହୁଲ‌ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚଜଣ କଂଗ୍ରେସ ନେତାଙ୍କୁ ହାଥ‌ରସ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଅନୁମତି

ନୂଆଦିଲ୍ଲୀ: ହାଥ‌ରସ‌ର ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ଲାଗି ଶନିବାର ଦିନ ଉତ୍ତରପ୍ରଦେଶ ପ୍ରଶାସନ କଂଗ୍ରେସ ନେତା ରାହୁଲ‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନୁମତି ପ୍ରଦାନ କରିଛି। ସେମାନଙ୍କ ସାଥୀରେ ଅନ୍ୟ ତିନିଜଣ କଂଗ୍ରେସ ନେତା ମଧ୍ୟ ଯିବେ। କେ ସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଏବଂ ପିଏଲ୍‌ ପୁନିଆ ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସହ ଯାଇପାରନ୍ତି ବୋଲି ଆଶା କରାଯାଉଛି। ଯିବା ପୂର୍ବରୁ … Continue reading ରାହୁଲ‌ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚଜଣ କଂଗ୍ରେସ ନେତାଙ୍କୁ ହାଥ‌ରସ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଅନୁମତି